ଗଜପତି ପୋଲିସ ବଡ଼ ଲୁଟ ମାମଲାର ପର୍ଦ୍ଦାଫାସ କରି 5 ଲକ୍ଷ ଟଙ୍କା ଜବତ କରିବା ସହିତ ଆନ୍ଧ୍ରପ୍ରଦେଶରୁ ଦୁଇ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି । ରିପୋର୍ଟ: ହରିହର ପଟ୍ଟନାୟକ